କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୪ କରୋନା ଆକ୍ରାନ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାରେ ମଙ୍ଗଳବାର ଆଉ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ୪ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ  ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ରାପଡା ଜିଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Comments are closed.