କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସଚେତନତା ବର୍ତ୍ତା

ଭୁବନେଶ୍ବର/ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ଏବେ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳିଛୁ। କିଏ ତୁଳସୀ ଖାଇବାକୁ ପରାମର୍ଶ ଦେଉଛନ୍ତି ତ ଅନ୍ୟ କେହି ମିଥ୍ୟା ପରମ୍ପରାକୁ ନେଇ ଗୁଜବ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ରାୟଗଡା ପୁଲିସ ଜଣଙ୍କୁ ଗିରଫ କରିଛି। ତେବେ ଏସବୁ ଗୁଜବରେ ବିଶ୍ବାସ ନ କରି କିପରି ସଚେତନ ରହି ମହାମାରୀ କରୋନାରୁ ବର୍ତ୍ତିପାରିବା ସେନେଇ ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କିଛି ବର୍ତ୍ତା ଆମର ହସ୍ତଗତ ହୋଇଛି। କିଭଳି ଏହି ମହାମାରୀ ରୋଗରୁ ବର୍ତ୍ତି ପାରିବା ଏବଂ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଆସନ୍ତୁ ଜାଣିବା ରଣଦୀପ ଗୁଲେରିଆଙ୍କ ମୁହଁରୁ …..

ସୌଜନ୍ୟ : ଆଜ୍ ତକ୍

Comments
Loading...