କରୋନା ସମୟରେ ୧୪ଲକ୍ଷ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଭିନ୍ନ ଦେଶରୁ ୧୪ଲକ୍ଷ ୧୨ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଗୁରୁବାର ରାଜ୍ୟସଭାରେ ଲିଖିତ ଉତ୍ତରରେ ଜଣାଇଛନ୍ତି ​‌େ​‌ଯ ବନ୍ଦେ ଭାରତ ମିଶନରେ ୫୬,୮୭୪ ଭାରତୀୟଙ୍କୁ ଅଣାଯାଇଛି।

Comments are closed.