ରାଜ୍ୟରେ ୨ଶହରେ ସୀମିତ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୮,ସଙ୍ଗରୋଧରୁ ୯୩, ସ୍ଥାନୀୟ ୬୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୫୯୩କୁ ବୃଦ୍ଧି ପାଇଛି। ୧୩,୧୯,୫୮୮ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୭୬୭ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧, ବରଗଡ ୭, ବଲାଙ୍ଗୀର ୭, କଟକ ୨୬, ଦେଓଗଡ ୩, ଢେଙ୍କାନାଳ ୩, ଗଞ୍ଜାମ ୪, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡା ୧, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୨୮, କୋରାପୁଟ ୨, ମୟୁରଭଞ୍ଜ ୨, ନବରଙ୍ଗପୁର ୪, ନୟାଗଡ ୫, ନୂଆପଡା ୭, ପୁରୀ ୧୦, ରାୟଗଡା ୧, ସମ୍ବଲପୁର ୩, ସୋନପୁର ୪, ସୁନ୍ଦରଗଡ ୧୭ ଓ ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.