ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି କରୋନା ସଂକ୍ରମଣ ; ନୂଆ ସଂକ୍ରମିତ ୪୬୧

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଦିନକରେ ୪୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ,ସ୍ଥାନୀୟ ୧୮୯ । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨କୁ ବୃଦ୍ଧି ପାଇଛି। ୩,୩୭,୨୧୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୫୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Covid-19 Report For 1st April

New Positive Cases: 461
In quarantine: 272
Local contacts: 189

(Details of local contacts will be shared by concerned District Administration)

District Wise Cases:

1. Angul: 27
2. Balasore: 16
3. Bargarh: 32
4. Bhadrak: 5
5. Balangir: 3
6. Cuttack: 22
7. Ganjam: 5
8. Jajpur: 8
9. Jharsuguda: 13
10. Kalahandi: 36
11. Kandhamal: 4
12. Kendrapada: 2
13. Keonjhar: 2
14. Khurda: 69
15. Koraput: 4
16. Mayurbhanj: 4
17. Nawarangpur: 9
18. Nayagarh: 1
19. Nuapada: 86
20. Puri: 9
21. Rayagada: 7
22. Sambalpur: 16
23. Sonepur: 4
24. Sundargarh: 62
25. State Pool: 15

New recoveries: 121
Cumulative tested: 9103948
Positive: 341772
Recovered: 337212
Active cases: 2586
୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୮୬। ଅନୁଗୁଳ ୨୭, ବାଲେଶ୍ୱର ୧୬, ବରଗଡ ୩୨, ଭଦ୍ରକ ୫, ବଲାଙ୍ଗୀର ୩, କଟକ ୨୨, ଗଞ୍ଜାମ ୫, ଯାଜପୁର ୮, ଝାରସୁଗୁଡା ୧୩, କଳାହାଣ୍ଡି ୩୬,କନ୍ଧମାଳ ୪, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧା ୬୯, କୋରାପୁଟ ୪, ମୟୁରଭଞ୍ଜ ୪, ନବରଙ୍ଗପୁର ୯, ନୟାଗଡ ୧, ପୁରୀ ୯, ରାୟଗଡା ୭, ସମ୍ବଲପୁର ୧୬, ସୋନପୁର ୪, ସୁନ୍ଦରଗଡ ୬୨, ଷ୍ଟେଟ ପୁଲରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.