କରୋନା ଅପଡ଼େଟ : ବିଶ୍ୱରେ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି, ୭୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ନିଜର କାୟା ବସ୍ତାର କରି ସାରିଛି। ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି ହୋଇଥିବା ବେଳେ ୭୩ ଲକ୍ଷ ୧୧ ହଜାର ୫୯୬ ଆକ୍ରାନ୍ତ ହୋଇଛନ୍ତି। ଏହାସହ କରୋନା ସଂକ୍ରମଣରୁ ୩୬ ଲକ୍ଷ ୨ହଜାର ୫୦୨ ସୁସ୍ଥ ହୋଇଛନ୍ତି।ମୋଟ ୨୧୩ ଦେଶକୁ ଏହି ମହାମାରୀ ବ୍ୟାପିଛି।

Comments are closed.