କରୋନା ଅପଡ଼େଟ : ବିଶ୍ୱରେ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି, ୭୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ନିଜର କାୟା ବସ୍ତାର କରି ସାରିଛି। ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି ହୋଇଥିବା ବେଳେ ୭୩ ଲକ୍ଷ ୧୧ ହଜାର ୫୯୬ ଆକ୍ରାନ୍ତ ହୋଇଛନ୍ତି। ଏହାସହ କରୋନା ସଂକ୍ରମଣରୁ ୩୬ ଲକ୍ଷ ୨ହଜାର ୫୦୨ ସୁସ୍ଥ ହୋଇଛନ୍ତି।ମୋଟ ୨୧୩ ଦେଶକୁ ଏହି ମହାମାରୀ ବ୍ୟାପିଛି।

Comments
Loading...