ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ,ରାହୁଲ ଓ ପ୍ରିୟଙ୍କା

ଭୁବନେଶ୍ବର: ବିଜେପୁର ଉପ ନିର୍ବାଚନ ପାଇଁ ଗୁରୁବାର କଂଗ୍ରେର ତାର୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।  ଏହି ୪୦ ଜଣିଆ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ, ଦଳର ସଭାପତି ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବରିଷ୍ଠ ନେତା ନରସିଂହ ମିଶ୍ର,ତାରା ବାହିନୀପତି, ଚିରଞ୍ଜୀବ ବିଶ୍ବାଳ,ପ୍ରଦୀପ ମାଝୀ,ରଞ୍ଜୀବ ବିଶ୍ବାଳ,ଭକ୍ତ ଦାସ ,ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ ପ୍ରମୁଖ ସାମିଲ ଅଛନ୍ତି।

Comments are closed.