କଂଗ୍ରେସର ପଦଯାତ୍ରା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର କଂଗ୍ରେସ ଏକ ପଦଯାତ୍ରାର ଆୟୋଜନ କରିଛି  । ଏହା ଭୁବନେଶ୍ବର ଗାନ୍ଧୀ ପାର୍କରୁ ଆରମ୍ଭହୋଇ କଂଗ୍ରେସ ଭବନରେ ଶେଷ ହେବ । ହିଂସାମୁକ୍ତ ଦେଶ ଓ ଜାତିବାଦର ମୂଳପୋଛ କରିବା ଏହି ପଦଯାତ୍ରାର ମୂଳ ଲକ୍ଷ ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି  । ହିଂସାରେ ବିଶ୍ବାସ ରଖୁଥିବା ଦଳ ଗାନ୍ଧୀ ଜୟନ୍ତୀ ପାଳନର କରିବାର ମୂଲ୍ୟ କିଛି ନାହିଁ ବୋଲି ସେ କହିଛନ୍ତି ।

Comments are closed.