କଂଗ୍ରେସରେ ଯୋଗ ଦେବେ ହେମା ଗମାଙ୍ଗ

0

ନୂଆଦିଲ୍ଲୀ : ବରିଷ୍ଠ ନେତ୍ରୀ ହେମା ଗମାଙ୍ଗ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିବା କୁହାଯାଉଛି। ସେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଅଛନ୍ତି ବୋଲି ଜଣାପଡିଛି।

ହେମା ଗମାଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ଅଟନ୍ତି। ସେ କିଛି ମାସ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ହେମାଙ୍କ ସ୍ବାମୀ ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ବର୍ତ୍ତମାନ ବିଜେପିରେ ଅଛନ୍ତି।

 

Leave A Reply