ଜାଣନ୍ତୁ, ଶଙ୍ଖର ପ୍ରୟୋଗ ସମ୍ବନ୍ଧରେ ….

ଧଳା ରଙ୍ଗର ଶଙ୍ଖକୁ ଘରକୁ ଆଣନ୍ତୁ ।

ଗଙ୍ଗାଜଳ ଓ କ୍ଷୀରରେ ଧୋଇ ଶଙ୍ଖକୁ ସୁଦ୍ଧ କରି ଦିଅନ୍ତୁ ।

ଏହାପରେ ନାଲି କପଡାରେ ଶଙ୍ଖକୁ ଗୁଡାଇ ପୂଜା ସ୍ଥାନରେ ରଖନ୍ତୁ ।

ପ୍ରତିଦିନ ସକାଳେ ଓ ସଂନ୍ଧ୍ୟା ବେଳେ ପୂଜା ପରେ ଶଙ୍ଖ ବଜାନ୍ତୁ । ଅନ୍ୟ କୌଣସି ସମୟରେ ବଜାନ୍ତୁ ନାହିଁ ।

ବଜାଇବା ପରେ ଶଙ୍ଖକୁ ଧୋଇ ପୁନଃ ସେହି ସ୍ଥାନରେ ରଖି ଦିଅନ୍ତୁ ।

ନିଜ ଘରର ଶଙ୍ଖ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ଏବଂ ଅନ୍ୟର ଶଙ୍ଖ କେବେ ହେଲେ ବଜାନ୍ତୁ ନାହିଁ ।

Comments are closed.