ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କମିଶନରେଟ୍‌ ପୁଲିସ ଜରି କଲା ହ୍ବାଟ୍‌ସଅପ ନମ୍ବର ୭୦୭୭୭୯୮୧୧୧

ଭୁବନେଶ୍ବର: ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଣିକି ହ୍ବାଟସ୍‌ପ୍‌ ମାଧ୍ୟମରେ ମାଧ୍ୟମରେ ଅଭିଯୋଗ କରିହେବ। ଏଥିପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ୭୦୭୭୭୯୮୧୧୧ ହ୍ବାଟ୍‌ସଅପ୍‌ ନମ୍ବର ଜାରି କରାଯାଇଛି। ହ୍ବାଟ୍‌ସ ଅପ୍‌ରେ ଅପରାଧୀଙ୍କ ସମ୍ପର୍କରେ ତଥ୍ୟ ଦେଇ ହେବ। ହ୍ବାଟ୍‌ସ ଅପ୍‌ ନମ୍ବରରେ ମାମଲାର ଅଗ୍ରଗତି ସମ୍ପର୍କରେ ଜାଣି ହେବ ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.