ପରିମଳ ବ୍ୟବସ୍ଥାକୁ ନେଇ ଜିଲାପାଳ ଅସନ୍ତୋଷ

0

ବୌଦ୍ଧ: ବୌଦ୍ଧ ଜିଲାପାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଜିଲାପାଳ ସିତାଂଶୁ କୁମାର ରାଉତ ବୁଧବାର ଦିନ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ପରିମଳ ବ୍ୟବସ୍ଥାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply