ଓଡ଼ିଶା ହେଉଛି ଆକର୍ଷଣୀୟ ହସ୍ତତନ୍ତ ସାମଗ୍ରୀର ରତ୍ନଭଣ୍ଡା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ ସାମଗ୍ରୀର ରତ୍ନଭଣ୍ଡାର। ଉତ୍କୃଷ୍ଟ କଳାର ଦେଶ ଉତ୍କଳର ଏହି ସମୃଦ୍ଧ ପରମ୍ପରା ଏବଂ ଶିଳ୍ପକଳାକୁ ଗୌରବର ସହ ଉଜ୍ଜୀବିତ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

Comments are closed.