ଦେଶ ନିର୍ମାଣରେ ପ୍ରଣବ ମୁଖାର୍ଜୀଙ୍କ ଅବଦାନ ଚିରସ୍ମରଣୀୟ ରହିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପ୍ରତି ତାଙ୍କ ଜନ୍ମଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଣବ ଦା’ ଜଣେ ପ୍ରସିଦ୍ଧ ସାଂସଦ, ଜଣେ ପ୍ରତିଷ୍ଠିତ ରାଜନେତା ଥିଲେ ଏବଂ ଦେଶ ନିର୍ମାଣରେ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments
Loading...