‘ଦ୍ୱାର ପାଖରେ ଜୀବିତ ପ୍ରମାଣପତ୍ର ଦାଖଲ’ ଯୋଜନା ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ସମୟରେ ପେନସନ୍‌ଭୋଗୀମାନଙ୍କୁ ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲରେ ସହାୟତା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୫-‘ଟି’ ଅନ୍ତର୍ଗତ ‘ଦ୍ୱାର ପାଖରେ ଜୀବିତ ପ୍ରମାଣପତ୍ର ଦାଖଲ’ ଯୋଜନା ଆରମ୍ଭ କରିଛନ୍ତି । ସରକାରୀ କାର୍ଯ୍ୟାଳୟକୁ ନଯାଇ ପେନ୍‌ସନ୍‌ଭୋଗୀମାନଙ୍କୁ ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲ କରିବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.