‘ନିଃସ୍ୱାର୍ଥପର ସେବା ପାଇଁ ସର୍ବଦା ସ୍ମରଣୀୟ ରହିବେ ଉତ୍କଳମଣି ଗୋପବନ୍ଧୁ ଦାସ’

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିଃସ୍ୱାର୍ଥପର ସେବା, ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ତାଙ୍କ ଅନନ୍ୟ ସାରସ୍ୱତ ସୃଷ୍ଟି ସହିତ ଶିକ୍ଷିତ ସମାଜ ଗଠନର ମୂଲ୍ୟବୋଧ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.