ନିଜାମୁଦ୍ଦିନ ଫେରନ୍ତା ଓଡ଼ିଆଙ୍କୁ ନିବେଦନ

ଭୁବନେଶ୍ୱର : କରୋନା ମାନବ ଜାତିର ସବୁଠୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ନିଜାମୁଦ୍ଦିନ ସଭାରୁ ଓଡ଼ିଶା ଫେରିଥିବା ସମସ୍ତଙ୍କୁ ଅନୁରୋଧ ତୁରନ୍ତ ୧୦୪ରେ ଫୋନ୍ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିବ । ନିଜାମୁଦ୍ଦିନ ଫେରନ୍ତା ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିବେଦନ କରିଛନ୍ତି ।  #OdishaFightsCorona

Comments are closed.