ତାଳସାରି ବେଳାଭୂମି ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୋଗରାଇ : ତାଳସାରି ବେଳାଭୂମି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ୪୦୦କୋଟି ଟଙ୍କାର ୪୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପାନ୍ତେଇ ଠାରେ ୨୪୦ କୋଟି ଟଙ୍କାର ପମ୍ପେଇ ବ୍ରିଜର ଶିଳାନ୍ୟାସ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଳସାରିର ବିକାଶ ପାଇଁ ମୋଟ ୭ଶହ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏବେ ୪ଶହ କୋଟି ଓ ପରେ ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply