କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୮’ ଅନୁଷ୍ଠିତ

0

ତାଳପଦର : ବରଗଡ ଜିଲା ବିଜେପୁର ବ୍ଳକ୍ ର ତାଳପଦର ଗ୍ରାମରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୮’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ମାବେ ବିଜେପୁର ବ୍ଳକ୍ ଶିକ୍ଷା ଅଧିକାରୀ ରାଧାକାନ୍ତ ଗର୍ତିଆ ଏବଂ ସୋହେଲା ବ୍ଳକ୍ ଶିକ୍ଷା ଅଧିକାରୀ ହେମାସାଗର ମହାନନ୍ଦ ଯୋଗ ଦେଇଥିଲେ ।

Leave A Reply