ଐତିହାସିକ ନାଗରିକତା ସଂଶୋଧନ ବିଲ୍‍ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ : ଐତିହାସିକ ନାଗରିକତା ସଂଶୋଧନ ବିଲ୍‍ ସୋମବାର ଲୋକସଭାରେ ଗୃହୀତ ହୋଇଛି । ବିଲ୍ ସପକ୍ଷରେ ୩୧୧ ଓ ବିପକ୍ଷରେ ୮୦ଟି ଭୋଟ ପଡିଛି ।

ଏହି ବିଲ୍ ରେ ସମ୍ବିଧାନର କୌଣସି ଧାରାକୁ ଉଲଙ୍ଘନ କରାଯାଇ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।

Comments are closed.