ସିଲେକ୍ଟ କମିଟିକୁ ପଠାଯିବନାହିଁ ନାଗରିକତା ସଂଶୋଧନ ବିଧେୟକ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକ(ସିଏବି) ସିଲେକ୍ଟ କମିଟିକୁ ପଠାଯିବନାହିଁ। ରାଜ୍ୟସଭାରେ ସିଲେକ୍ଟ କମିଟିକୁ ପଠାନଯିବା ସପକ୍ଷରେ ୧୨୪ଭୋଟ ହୋଇଥିବା ବେଳେ ଏହାର ବିପକ୍ଷରେ ୯୯ ଟି ଭୋଟ ହୋଇଛି। ଏହି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଯିବାକୁ ବିରୋଧୀ ଦଳ ଦାବି କରିଥିଲେ। ଲୋକସଭାରେ ଏହି ବିଧେୟକ ସପକ୍ଷରେ ଶିବସେନା ଭୋଟ ଦେଇଥିବା ବେଳେ ରାଜ୍ୟସଭାରେ କକ୍ଷତ୍ୟାଗ କରିଥିଲା ।

Comments are closed.