ଘର ଭିତରୁ ନାଗଛୁଆ ଉଦ୍ଧାର

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ଅଞ୍ଚଳର କୁନି ଦାସଙ୍କ ଘର ଭିତରୁ ଏକ ନାଗଛୁଆ ଉଦ୍ଧାର କରାଯାଇଛି। ସଂଧ୍ୟାରେ ଏକ ୪ଫୁଟ ଲମ୍ବର ସାପ ଠାକୁର ଘରେ ପଶିଥିବା ଦେଖି କୁନି ଆଖପାଖର ଲୋକମାନଙ୍କୁ ଡାକ ପକାଇଥିଲେ। ଅନୁଭୁତି ସମ୍ପନ୍ନ ଯୁବକ ଓ ତାଙ୍କର ଜଣେ ସାଥୀ ସପଟିକୁ କାବୁକରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣା ପଡ଼ିଛି।

Comments are closed.