ଦେଖନ୍ତୁ ଭିଡିଓ – ଚୋର ପାଇଲା ପାନେ, ୧୨ କିଲୋମିଟର ଟ୍ରେନରେ ଝୁଲି କହିଲା ଏହି କଥା

ଚୋର ପାଇଲା ପାନେ , ଟ୍ରେନ୍ ଯାତ୍ରୀଙ୍କ ଠାରୁ ମୋବାଇଲ୍‌ ଝାମ୍ପିବା ବେଳେ ଧରି ପକାଇଲେ ହାତ । ୧୨ କିଲୋମିଟର ଟ୍ରେନ୍‌ରେ ଝୁଲି  କରି ରହିଲା । କେତେ କାକୁତି ମିନତି ହେଲା । ଆଉ ଚୋରି କରିବନି ବୋଲି ଶପଥ କଲା , ହେଲେ ଚୋର ଗୁଣ କିଏ ଜାଣେ । ଏହା ଭିଡିଓ ଏବେ ଭାଇରାଲ୍‌ ହେଉଛି ।

 

Comments are closed.