ସୋସିଆଲ ମିଡିଆରେ ଚୀନ୍‌ର ଯୁଦ୍ଧ ଜାହାଜକୁ କଟାକ୍ଷ କଲା ଭାରତୀୟ ନୌସେନା

0

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଚୀନର ଯୁଦ୍ଧ ଜାହାଜକୁ ଭାରତୀୟ ନୌସେନା କଟାକ୍ଷ କରିଛି । ସମୁଦ୍ର ମଧ୍ୟରେ ଲୁଟେରାଙ୍କୁ ରୋକିବା ପାଇଁ ଭାରତ ମହାସାଗରରେ ପଇଁତରା ମରୁଥିବା ଚୀନର ଦୁଇଟି ଯୁଦ୍ଧ ଜାହାଜକୁ କଟାକ୍ଷ କରାଯାଇ ଭାରତୀୟ ନୌସେନା ନିଜର ଟ୍ୱିଟର ଆକାଉଣ୍ଟରେ ଏହି କଟାକ୍ଷକୁ ଉଲ୍ଲେଖ  କରିଛି ।

ଭାରତ ମହାସାଗରରେ ଚୀନର ଦୁଇଟି  ଯୁଦ୍ଧ  ୭୦୦ ସୈନ୍ୟ ଓ ୨ ହେଲି କାପ୍ଟର ସହ ପଇଁତରା ମାରୁଥିଲେ । ଏହାକୁ ଭାରତୀୟ ନୌସେନା ସ୍ୱାଗତ ଚୀନ୍‌ର ଯୁଦ୍ଧ ଜାହାଜ । ଭାରତର ଜଳ ସୀମା ସହ ଭାରତ ମହାସାଗରରରେ ସୁରକ୍ଷା ପାଇଁ ଭାରତୀୟ ନୌସେନାର ୫୦ଟି ଜାହାଜ ଦିନି ରାତି ପଇଁତରା ମାରୁଛନ୍ତି । ଭାରତ ମହାସାଗର ମଧଯରେ ଚୀନ ଯୁଦ୍ଧ ଜାହାଜ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖା ଯାଇଛି ।

Leave A Reply