ଚୀନରେ ଖୋଲିବ ସ୍କୁଲ

ବେଜିଂ : ଆସନ୍ତା ସପ୍ତାହରୁ ଚୀନର ସମସ୍ତ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଚୀନରେ ଏବେ ମାତ୍ର ୨୫% ସ୍କୁଲ ଖୋଲିଥିବାବେଳେ ଆସନ୍ତା ସପ୍ତାହରୁ ମାସ୍କ ଓ ସାମାଜିକ ଦୂରତା ସହ ସମସ୍ତ ସ୍କୁଲ ଖୋଲିବ। ୨୦୧୯ ଡିସେମ୍ବରରେ ଚୀନର ଉହାନରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣ ଦେଖାଯାଇଥିଲା।

Comments are closed.