ଚୀନ ଠାରୁ ପାକିସ୍ତାନ କିଣିବ ସୁପରସୋନିକ କ୍ଷେପଣାସ୍ତ୍ର

0

ଇସଲାମାବାଦ : ଚୀନ ଠାରୁ ପାକିସ୍ତାନ କିଣିବ ଅତ୍ୟାଧୁନିକ ସୁପରସୋନିକ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ରର ମୂଲ୍ୟ ଅଧିକ ରହିଥିବାବେଳେ ଏହା ବ୍ରହ୍ମସ କ୍ଷେପଣାସ୍ତ୍ର ଠାରୁ ଉନ୍ନତ। ଏଚଡି-୧ ବର୍ଗର ଏହି କ୍ଷେପଣାସ୍ତ୍ର ଅନ୍ୟ ସୁପରସୋନିକ କ୍ଷେପଣାସ୍ତ୍ର ଠାରୁ ଭିନ୍ନ। ଏହା କମ୍‍ ଇନ୍ଧନ ଉପଯୋଗ କରିବା ସହିତ ଅଧିକ ବେଗରେ ଗତିକରିଥାଏ। ଦକ୍ଷିଣ ଚୀନସ୍ଥିତ ଗୁଆଙ୍ଗଡୋଙ୍ଗ ହୋଙ୍ଗଡା ବ୍ଲାଷ୍ଟିଙ୍ଗ କମ୍ପାନୀ ଏହି କ୍ଷେପଣାସ୍ତ୍ରକୁ ତିଆରି କରିଛନ୍ତି।

Leave A Reply