ପୁଣି ଚିନକୁ ଝଟକା; ଚୀନର ୫ ସାମଗ୍ରୀକୁ ବନ୍ଦ କଲା ଆମେରିକା

ୱାଶିଂଟନ୍‌: ପୁଣି ଚନକୁ ଝଟକା।  ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। ଚୀନର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ଗୁଡିକ ହେଉଛି କଟନ, ହେୟାର ପ୍ରଡକ୍ଟସ୍, କମ୍ୟୁଟର ଉପକରଣ ଓ କିଛି ଟେକ୍ସଟାଇଲ। ଏ ସବୁ କ୍ଷେତ୍ରରେ ଚୀରେ ବେଆଇନ୍ ଭାବେ ଶ୍ରମିକଙ୍କୁ ବନ୍ଧକ ରଖି କାମ କରାଉଥିବାରୁ ଟ୍ରମ୍ପ ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ଏହାପୂର୍ବରୁ ଆମେରିକା ଚୀର ୨୪ଟି କମ୍ପାନୀକୁ ବ୍ୟାନ୍ କରିଥିଲା।

Comments are closed.