ଶିଶୁ ଦିବସ ଉପଲକ୍ଷେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନବୀନ ପଟ୍ଟନାୟକ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଶିଶୁ ଦିବସ ରୂପେ ପାଳିତ ହେଉଥିବା ତାଙ୍କ ଜନ୍ମଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଧୁନିକ ଭାରତର ସ୍ଥପତି ଭାବରେ ଏକ ପ୍ରଗତିଶୀଳ ଏବଂ ଆଧୁନିକ ଭାରତ ନିର୍ମାଣରେ ନେହେରୁ ତାଙ୍କ ଅବଦାନ ପାଇଁ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Comments
Loading...