ବସ ଷ୍ଟାଣ୍ଡରୁ ଶିଶୁ ଶ୍ରମିକ ଉଦ୍ଧାର

0

ମାଲକାନଗିରି: ମାଲକାନଗିରି ବସ ଷ୍ଟାଣ୍ଡରୁ ୬ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲା ଭଣ୍ଡାରୀ ପାଙ୍ଗମ ଗ୍ରାମରୁ ଏହି ୬ଜଣ ଶିଶୁ ଶ୍ରମିକ କାଲିମେଳା କାମରେ ନିୟୋଜିତ ହେବାକୁ ଯାଉଥିଲେ। ମାଳକାନଗିରି ଚାଇଲ୍ଡ ଲାଇନ ଏହି ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୬ଜଣ ନାବାଳିକା ଅଟନ୍ତି।

Leave A Reply