କାନ୍ଥ ପଡି ଶିଶୁ ମୃତ

0

ବଣାଇ : କାନ୍ଥ ପଡି ଶିଶୁର ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ବଣାଇ ନିକଟସ୍ଥ ବରଘାଟ ଗ୍ରାମରେ ଘଟିଛି। ସୂଚନାଯୋଗ୍ୟ ଯେ, ଏକ ହାତୀ ଧାନ ଖାଇବା ଉଦ୍ଦେଶ୍ୟରେ ରାତିରେ ଘରେ ପଶିଥିଲା। ହାତୀ ପଶିଯିବା ଦ୍ବାରା କାନ୍ଥଟି ଭୁଶୁଡି ପଡିଲା। ଶୋଇଥିବା ବେଳେ କାନ୍ଥ ଶିଶୁଟି ଉପରେ ପଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି।

Leave A Reply