ଶିଶୁ ପୁତ୍ରକୁ ଚେଙ୍କ

ରାଉରକେଲା : ବୀରମିତ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ୭ ବର୍ଷର ଶିଶୁପୁତ୍ର ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରକ୍ତହୀନତା ପାଇଁ ଶିଶୁଟିର ଶରୀରରେ ୧୦ଟି ସ୍ଥାନରେ ଚେଙ୍କ ଦିଆଯାଇଛି। ଗୁରୁତର ଅବସ୍ଥାରେ ଶିଶୁକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.