ବିକ୍ରି ପରେ ଉଦ୍ଧାର ହେଲା ଶିଶୁ କନ୍ୟା

0

ନୀଳଗିରି: ଦାରିଦ୍ର୍ୟର ତାଡନାରେ ହଜାରେ ଟଙ୍କାରେ ଶିଶୁକନ୍ୟାକୁ ମା ବିକ୍ରି କରିଥିବା ଅଭିଯୋଗ ହୋଇଛି।  ଏପରି ଘଟଣା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ହାତୀଖୁଲିଆ ଗ୍ରାମରେ ଦେଖିବାକୁ ମିଳିଛି। ଆର୍ଥିକ ଅନଟନ ଯୋଗୁଁ ମହିଳା ଜନକ ନିଜ ଜନ୍ମ କଲା ଶିଶୁକନ୍ୟାକୁ ନୀଳଗିରି ବ୍ଲକର ସଜନାଗଡ଼ ଅଞ୍ଚଳରେ ବିକ୍ରି କରିଥିଲେ। ଶୁକ୍ରବାର ଦିନ ନୀଳଗିରି ପୁଲିସ ଖବର ପାଇ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି।

Leave A Reply