ବିଧାନସଭା ନିର୍ବାଚନରେ ମିଜୋରାମର ମୁଖ୍ୟମନ୍ତ୍ରୀ ପରାଜିତ

0

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ମିଜୋରାମର ମୁଖ୍ୟମନ୍ତ୍ରୀ ପରାଜିତ ହୋଇଛନ୍ତି । ଚାମ୍ଫାଇ ଦକ୍ଷିଣ ଆସନ ପାଇଁ ଲଢ଼ିଥିବା କଂଗ୍ରେସ ପ୍ରାର୍ଥୀ ତଥା ମିଜୋରାମର ୫ ଥର  ମୁଖ୍ୟମନ୍ତ୍ରୀ ହୋଇଥିବା ଲାଲ  ଥାନହଲା ନିଜ ଆସନରୁ ୧୦୪୯ ଭୋଟ୍‌ରେ ପରାଜିତ ହୋଇଛନ୍ତି । ଦିନ  ଦୁଇଟା ସୁଦ୍ଧା ମିଜୋରାମର ୪୦ ଆସନରୁ ଏମଏମଏଫ ୨୫ ଆସନରେ ଆଗୁଆ ରହିଥିବା  ବେଳେ କଂଗ୍ରେସ ୬ଟି  , ବିଜେପି ମାତ୍ର ଗୋଟିଏ ଆସନ ରେ ଆଗୁଆ ରହିଥିଲା ।  ଅନ୍ୟ ୮ଟି ଆସନରେ ଆଗୁଆ ରହିଥିଲେ ।

Leave A Reply