ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ପଞ୍ଚଦଶ ଓଡିଶା ବିଧାନସଭାର କାର୍ଯ୍ୟକାଳ ୨୦୧୯ ଜୁନ ୧୧ରେ ଶେଷ ହେଉଥିବା ବେଳେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ରବିବାର ବିଜୁ ଜନତା ଦଳର ନିର୍ବାଚିତ ସଦସ୍ୟମାନେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ବିଧାୟକ ଦଳ ନେତା ଚୟନ କରିଛନ୍ତି। ବୈଠକରେ ନବୀନ ସମସ୍ତ ନିର୍ବାଚିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସରକାର ଲୋକଙ୍କ ଆହୁରି ନିକଟତର ହେବ ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରବିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ୧୪୬ଟି ବିଧାନସଭା ଆସନରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ତାଲିକା ଦେଇଛନ୍ତି। ବିଜେଡି ସୁପ୍ରିମୋ ଇତି ମଧ୍ୟରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣେଇବା ସହ ତାଙ୍କ ପ୍ରତି ସମର୍ଥନ ଥିବା ଦଲିଲ ମଧ୍ୟ ଉପସ୍ଥାପନ କରିଛନ୍ତି।

ଓଡିଶା ବିଧାନସଭା ନିର୍ବାଚନ – ୨୦୧୯

ନିର୍ବାଚନ ମଣ୍ଡଳୀ ସଂଖ୍ୟା ନିର୍ବାଚନ

ମଣ୍ଡଳୀ

ବିଜୟୀ ପ୍ରାର୍ଥୀ ଦଳ ପରାଜିତ ପ୍ରାର୍ଥୀ ଦଳ ଭୋଟ

ବ୍ୟବଧାନ

ପଦ୍ମପୁର ବିଜୟ ରଞ୍ଜନ ସିଂହ ବରିହା ବିଜେଡି ପ୍ରଦୀପ ପୁରୋହିତ ବିଜେପି ୫,୭୩୪
ବିଜେପୁର ନବୀନ ପଟ୍ଟନାୟକ ବିଜେଡି ସନତ କୁମାର ଗର୍ତିଆ ବିଜେପି ୫୭,୧୨୨
ବରଗଡ ଦେବେଶ ଆଚାର୍ଯ୍ୟ ବିଜେଡି ଅଶ୍ବିନୀ କୁମାର ଷଡ଼ଙ୍ଗୀ ବିଜେପି ୮,୪୫୨
ଅତାବିରା ସ୍ନେହାଙ୍ଗିନୀ ଛୁରିଆ ବିଜେଡି ମିଳନ ସେଠ ବିଜେପି ୨୨,୩୯୬
ଭଟଲି ସୁଶାନ୍ତ ସିଂହ ବିଜେଡି ଇରାଶିଶ  ଆଚାର୍ଯ୍ୟ ବିଜେପି ୨୩,୨୩୨
ବ୍ରଜରାଜନଗର କିଶୋର କୁମାର ମହାନ୍ତି ବିଜେଡି ରାଧାରାଣୀ ପଣ୍ଡା ବିଜେପି ୧୧,୬୩୪
ଝାରସୁଗୁଡା ନବ କିଶୋର ଦାସ ବିଜେଡି ଦୀନେଶ କୁମାର ଜୈନ ବିଜେପି ୪୫,୬୯୯
ତଲସରା ଭବାନୀ ଶଙ୍କର ଭୋଇ ବିଜେପି ଷ୍ଟିଫେନ ଉଇଲସନ ସୋରେଙ୍ଗ ବିଜେଡି ୧୬,୧୮୮
ସୁନ୍ଦରଗଡ କୁସୁମ ଟେଟେ ବିଜେପି ଯୋଗେଶ କୁମାର ସିଂହ ବିଜେଡି ୭୩୬୪
୧୦ ବୀରମିତ୍ରପୁର ଶଙ୍କର ଓରାମ ବିଜେପି ମଖଲୁ ଏକ୍କା ବିଜେଡି ୧୬,୩୫୧
୧୧ ରଘୁନାଥପାଲ୍ଲୀ ସୁବ୍ରତ ତରାଇ ବିଜେଡି ଜଗବନ୍ଧୁ ବେହେରା ବିଜେପି ୪,୬୮୪
୧୨ ରାଉରକେଲା ସାରଦା ପ୍ରସାଦ ନାୟକ ବିଜେଡି ନିହାର ରାୟ ବିଜେପି ୧୦,୪୬୦
୧୩ ରାଜଗାଙ୍ଗପୁର ସି ଏସ ରା଼ଯ଼େନ ଏକ୍କା କଂଗ୍ରେସ ମଙ୍ଗଳା କିସାନ ବିଜେଡି ୯୪୬
୧୪ ବଣାଇ ଲକ୍ଷ୍ମଣ ମୁଣ୍ଡା ସିପିଆଇ(ଏମ) ରଂଜିତ କିଷାନ ବିଜେଡି ୧୨,୦୩୦
୧୫ କୁଚିଣ୍ଡା କିଶୋର ଚନ୍ଦ୍ର ନାୟକ ବିଜେଡି ରବି ନାରାୟଣ ନାୟକ ବିଜେପି ୩,୫୦୮
୧୬ ରେଙ୍ଗାଲି ନାଉରି ନାୟକ ବିଜେପି ରୀନା ତନ୍ତି ବିଜେଡି ୬,୭୪୩
୧୭ ସମ୍ବଲପୁର ଜୟ ନାରାୟଣ ମିଶ୍ର ବିଜେପି ଡଃ. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ୪,୩୮୦
୧୮ ରେଢ଼ାଖୋଲ ରୋହିତ ପୂଜାରୀ ବିଜେଡି ଆସଫ ଅଲି ଖାନ କଂଗ୍ରେସ ୧୪,୬୩୨
୧୯ ଦେଓଗଡ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଜେପି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜେଡି ୭,୧୦୬
୨୦ ତେଲକୋଇ ପ୍ରେମାନନ୍ଦ ନାୟକ ବିଜେଡି ଧନୁର୍ଜୟ ସିଦୁ ବିଜେପି ୫,୯୨୦
୨୧ ଘସିପୁରା ବଦ୍ରି ନାରାୟଣ ପାତ୍ର ବିଜେଡି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ୩୨,୬୮୮
୨୨ ଆନନ୍ଦପୁର ଭାଗିରଥି ସେଠୀ ବିଜେଡି ଜୟଦେବ ଜେନା କଂଗ୍ରେସ ୪୪,୧୯୩
୨୩ ପାଟଣା ଜଗନ୍ନାଥ ନାୟକ ବିଜେଡି ଭବାନୀ ଶଙ୍କର ନାୟକ ବିଜେପି ୭,୭୯୬
୨୪ କେନ୍ଦୁଝର ମୋହନ ଚରଣ ମାଝୀ ବିଜେପି ମାଧବ ସର୍ଦାର ବିଜେଡି ୧,୧୨୪
୨୫ ଚମ୍ପୁଆ ମିନାକ୍ଷୀ ମହନ୍ତ ବିଜେଡି ମୁରଲୀ ମନୋହର ଶର୍ମା ବିଜେପି ୨୬,୪୦୮
୨୬ ଯଶିପୁର ଗଣେଶ ରାମ ସିଂ ଖୁଣ୍ଟିଆ ବିଜେପି ଗୋଲକଃବିହାରୀ ନାୟକ ବିଜେଡି ୮,୫୫୨
୨୭ ସାରସକଣା ଡଃ. ବୁଧନ ମୁର୍ମୁ ବିଜେପି ଅମର ସିଂହ ଟୁଡୁ ବିଜେଡି ୬,୮୧୩
୨୮ ରାଇରଙ୍ଗପୁର ନବ ଚରଣ ମାଝୀ ବିଜେପି ବାସନ୍ତୀ ମାରାଣ୍ଡି ବିଜେଡି ୨,୮୪୭
୨୯ ବାଙ୍ଗରିପୋଷୀ ସୁଦାମ ମାରାଣ୍ଡି ବିଜେଡି ସୁଗଡ ମୁର୍ମୁ ବିଜେପି ୧୧,୮୪୪
୩୦ କରଞ୍ଜିଆ ବାସନ୍ତୀ ହେମ୍ବ୍ରମ ବିଜେଡି ପଦ୍ମ ଚରଣ ହାଇବୁରୁ ବିଜେପି ୮,୭୬୩
୩୧ ଉଦଳା ଭାସ୍କର ମାଢ଼େଇ ବିଜେପି ଶ୍ରୀନାଥ ସୋରେନ ବିଜେଡି ୧,୪୩୩
୩୨ ବଡ଼ସାହି ସନାତନ ବିଜୁଳି ବିଜେପି ବୃନ୍ଦାବନ ଦାସ ବିଜେଡି ୧୧,୧୧୯
୩୩ ବାରିପଦା ପ୍ରକାଶ ସୋରେନ ବିଜେପି ସରୋଜିନୀ ହେମ୍ବ୍ରମ ବିଜେଡି ୧୯,୪୧୧
୩୪ ମୋରଡା ରାଜକିଶୋର ଦାସ ବିଜେଡି ଡଃ. କୃଷ୍ଣ ଚନ୍ଦ୍ର ମହାପାତ୍ର ବିଜେପି ୬,୭୦୪
୩୫ ଜଳେଶ୍ୱର ଅଶ୍ୱିନୀ କୁମାର ପାତ୍ର ବିଜେଡି ଜୟନାରାୟଣ ମହାନ୍ତି ବିଜେପି ୩୫,୪୪୩
୩୬ ଭୋଗରାଇ ଅନନ୍ତ ଦାସ ବିଜେଡି ସତ୍ୟ ଶିବ ଦାସ କଂଗ୍ରେସ ୧୬,୮୭୫
୩୭ ବସ୍ତା ନିତ୍ୟାନନ୍ଦ ସାହୁ ବିଜେଡି ବିଜନ ନାୟକ କଂଗ୍ରେସ ୧୧,୮୬୪
୩୮ ବାଲେଶ୍ୱର ମଦନ ମୋହନ ଦତ୍ତ ବିଜେପି ଜୀବନ ପ୍ରଦୀପ ଦାଶ ବିଜେଡି ୧୩,୪୦୬
୩୯ ରେମୁଣା ସୁଧାଂଶୁ ଶେଖର ପରିଡା ବିଜେଡି ଗୋବିନ୍ଦ ଚନ୍ଦ୍ର ଦାସ ବିଜେପି ୪,୧୧୮
୪୦ ନୀଳଗିରି ସୁକାନ୍ତ କୁମାର ନାୟକ ବିଜେପି ସନ୍ତୋଷ ଖଟୁଆ ବିଜେଡି ୧,୫୭୭
୪୧ ସୋରୋ ପର୍ଶୁ ରାମ ଧଡ଼ା ବିଜେଡି ରାକେଶ କୁମାର ମାଲିକ ବିଜେପି ୪,୯୩୬
୪୨ ସିମୁଳିଆ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡି ପଦ୍ମଲୋଚନ ପଣ୍ଡା ବିଜେପି ୧୪,୯୫୯
୪୩ ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ ବିଜେଡି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ୮,୮୫୯
୪୪ ଭଦ୍ରକ ସଂଜୀବ କୁମାର ମଲ୍ଲିକ ବିଜେଡି ଡଃ. ପ୍ରଦୀପ ନାୟକ ବିଜେପି ୩୩,୩୮୯
୪୫ ବାସୁଦେବପୁର ବିଷ୍ନୁବ୍ରତ ରାଉତରାୟ ବିଜେଡି ଅଶୋକ କୁମାର ଦାସ କଂଗ୍ରେସ ୯,୫୮୧
୪୬ ଧାମନଗର ବିଷ୍ଣୁ ଚରଣ ସେଠି ବିଜେପି ରାଜେନ୍ଦ୍ର କୁମାର ଦାସ ବିଜେଡି ୪,୬୨୫
୪୭ ଚାନ୍ଦବାଲି ବ୍ୟୋମକେଶ ରାୟ ବିଜେଡି ମନମୋହନ ସାମଲ ବିଜେପି ୮,୦୮୦
୪୮ ବିଂଝାରପୁର ପ୍ରମିଳା ମଲ୍ଲିକ ବିଜେଡି ବବିତା ମଲ୍ଲିକ ବିଜେପି ୨୧,୨୨୬
୪୯ ବରୀ ସୁନନ୍ଦା ଦାସ ବିଜେଡି ବିଶ୍ୱରଂଜନ ମଲ୍ଲିକ ବିଜେପି ୪,୦୬୨
୫୦ ବଡ଼ଚଣା ଅମର ପ୍ରସାଦ ଶତପଥି ବିଜେଡି ଅମର କୁମାର ନାୟକ ବିଜେପି ୧,୪୮୫
୫୧ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ ବିଜେଡି ରମେଶ ଚନ୍ଦ୍ର ପରିଡା ବିଜେପି ୫୨,୭୩୯
୫୨ ଯାଜପୁର ପ୍ରଣବ ପ୍ରକାଶ ଦାସ ବିଜେଡି ଗୌତମ ରାୟ ବିଜେପି ୪୦,୬୫୬
୫୩ କୋରେଇ ଅଶୋକ କୁମାର ବଳ ବିଜେଡି ବିଶ୍ଵଜୀତ ନାୟକ ବିଜେପି ୩୦,୭୨୪
୫୪ ସୁକିନ୍ଦା ପ୍ରିତିରଞ୍ଜନ ଘଡ଼ାଇ ବିଜେଡି ପ୍ରଦୀପ ବଳ ସାମନ୍ତ ବିଜେପି ୧୬,୭୩୦
୫୫ ଢେଙ୍କାନାଳ ସୁଧୀର କୁମାର ସାମଲ ବିଜେଡି କୃଷ୍ଣ ଚନ୍ଦ୍ର ପାତ୍ର ବିଜେପି ୨୦,୬୪୦
୫୬ ହିନ୍ଦୋଳ ସୀମାରାଣୀ ନାୟକ ବିଜେଡି ଅଶୋକ କୁମାର ନାୟକ ବିଜେପି ୧୮,୯୦୫
୫୭ କାମାକ୍ଷାନଗର ପ୍ରଫୁଲ୍ଲ କୁମାର ମଲ୍ଲିକ ବିଜେଡି ଶତ୍ରୁଘନ ଜେନା ବିଜେପି ୧୬,୫୦୯
୫୮ ପରଜଙ୍ଗ ନୃସିଂହ ଚରଣ ସାହୁ ବିଜେଡି ବିଭୁତି ଭୂଷଣ ପ୍ରଧାନ ବିଜେପି ୭୪୦
୫୯ ପାଲଲହଡା ମୁକେଶ କୁମାର ପାଲ ବିଜେଡି ଅଶୋକ ମହାନ୍ତି ବିଜେପି ୬,୨୧୪
୬୦ ତାଳଚେର ବ୍ରଜକିଶୋର ପ୍ରଧାନ ବିଜେଡି କାଳନ୍ଦୀ ଚରଣ ସାମଲ ବିଜେପି ୨୪,୧୦୨
୬୧ ଅନୁଗୁଳ ରଜନୀକାନ୍ତ ସିଂହ ବିଜେଡି ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେପି ୮,୮୨୩
୬୨ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରା ବିଜେଡି ଅଗସ୍ତି ବେହେରା ବିଜେପି ୬,୭୯୪
୬୩ ଆଠମଲ୍ଲିକ ରମେଶ ଚନ୍ଦ୍ର ସାଇ ବିଜେଡି ଭାଗିରଥି ପ୍ରଧାନ ବିଜେପି ୪୭,୧୮୪
୬୪ ବୀରମହାରାଜପୁର ପଦ୍ମନାଭ ବେହେରା ବିଜେଡି ରଘୁନାଥ ଜଗଦଲା ବିଜେପି ୧୩,୦୫୭
୬୫ ସୋନପୁର ନିରଞ୍ଜନ ପୂଜାରୀ ବିଜେଡି ଅଶୋକ କୁମାର ପୂଜାରୀ ବିଜେପି ୨୫,୭୨୬
୬୬ ଲୋଇସିଂହା ମୁକେଶ ମହାଲିଙ୍ଗ ବିଜେପି ପ୍ରଦୀପ କୁମାର ବେହେରା ବିଜେଡି ୧୩,୬୬୮
୬୭ ପାଟଣାଗଡ ସରୋଜ କୁମାର ମେହେର ବିଜେଡି କନକ ବର୍ଦ୍ଧନ ସିଂହ ଦେଓ ବିଜେପି ୧୧,୦୧୮
୬୮ ବଲାଙ୍ଗୀର ନରସିଂହ ମିଶ୍ର କଂଗ୍ରେସ ଅର୍କେଶ ନାରାୟଣ ସିଂହ ଦେଓ ବିଜେଡି ୫,୩୪୧
୬୯ ଟିଟିଲାଗଡ ଟୁକୁନି ସାହୁ ବିଜେଡି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ୧୯,୫୮୭
୭୦ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ଲକ୍ଷ୍ମଣ ବାଗ ବିଜେପି ୧୨୮
୭୧ ନୂଆପଡା ରାଜେନ୍ଦ୍ର ଢୋଲକିଆ ବିଜେଡି ଘାଷି ରାମ ମାଝୀ କଂଗ୍ରେସ ୨୦,୩୩୦
୭୨ ଖରିଆର ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଲମ୍ବୋଦର ନିଆଲ ବିଜେଡି ୨,୮୫୭
୭୩ ଉମରକୋଟ ନିତ୍ୟାନନ୍ଦ ଗଣ୍ଡ ବିଜେପି ସୁବାଷ ଗଣ୍ଡ ବିଜେଡି ୯,୯୨୨
୭୪ ଝରୀଗାଁ ପ୍ରକାଶ ଚନ୍ଦ୍ର ମାଝୀ ବିଜେଡି ଉଲଧର ମାଝୀ କଂଗ୍ରେସ ୩୨,୩୭୦
୭୫ ନବରଙ୍ଗପୁର ସଦାଶିବ ପ୍ରଧାନୀ ବିଜେଡି ଗୌରୀ ଶଙ୍କର ମାଝୀ ବିଜେପି ୬,୮୭୮
୭୬ ଡାବୁଗାଁ ମନୋହର ରନ୍ଧାରୀ ବିଜେଡି ଭୁଜବଳ ମାଝୀ କଂଗ୍ରେସ ୭,୩୬୩
୭୭ ଲାଞ୍ଜିଗଡ ପ୍ରଦୀପ କୁମାର ଦିଶାରୀ ବିଜେଡି ଶିବାଜୀ ମାଝୀ କଂଗ୍ରେସ ୧୪,୩୦୮
୭୮ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର ବିଜେଡି ମନୋଜ କୁମାର ମେହେର ବିଜେପି ୧୭,୮୫୯
୭୯ ଧର୍ମଗଡ ମୌସଢ଼ି ବାଗ ବିଜେଡି ଅନନ୍ତ ପ୍ରତାପ ଦେଓ ବିଜେପି ୧୬,୦୯୮
୮୦ ଭବାନୀପାଟଣା ପ୍ରଦୀପ୍ତ କୁମାର ନାୟକ ବିଜେପି ଦୁଷ୍ମନ୍ତ ନାୟକ ବିଜେଡି ୪,୬୮୪
୮୧ ନର୍ଲା ଭୂପିନ୍ଦର ସିଂହ ବିଜେଡି ଅନିରୁଦ୍ଧ ପଧାନ ବିଜେପି ୯,୦୨୦
୮୨ ବାଲିଗୁଡା ଚକ୍ରମଣି କହଁର ବିଜେଡି ସୀମାନ ମଲ୍ଲିକ କଂଗ୍ରେସ ୬,୯୧୦
୮୩ ଜି. ଉଦୟଗିରି ସାଲୁଜା ପ୍ରଧାନ ବିଜେଡି ଶ୍ୟାମଘନ ପ୍ରଧାନ କଂଗ୍ରେସ ୧୧,୨୬୧
୮୪ ଫୁଲବାଣୀ ଅଙ୍ଗଦ କହଁର ବିଜେଡି ଦେବ ନାରାୟଣ ପ୍ରଧାନ ବିଜେପି ୨୪,୪୧୬
୮୫ କଣ୍ଟାମାଳ ମହୀଧର ରଣା ବିଜେଡି କହେଁଇ ଚରଣ ଡାଙ୍ଗ ବିଜେପି ୩,୬୫୦
୮୬ ବୌଦ୍ଧ ପ୍ରଦୀପ କୁମାର ଅମାତ ବିଜେଡି ସୁଶାନ୍ତ କୁମାର ପ୍ରଧାନ ବିଜେପି ୧୦,୪୪୮
୮୭ ବଡ଼ମ୍ବା ଦେବୀପ୍ରସାଦ ମିଶ୍ର ବିଜେଡି ବିଜୟ  କୁମାର ଦଳବେହେରା ବିଜେପି ୧୮,୦୧୯
୮୮ ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ ବିଜେଡି ଦେବାଶିଷ ପଟ୍ଟନାୟକ କଂଗ୍ରେସ ୨୪,୧୧୮
୮୯ ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡି ବ୍ରଜେନ୍ଦ୍ର କୁମାର ରାୟ ବିଜେପି ୫୭,୯୯୫
୯୦ ବାରବାଟୀ-କଟକ ମହମ୍ମଦ ମୋକିମ କଂଗ୍ରେସ ଦେବାଶିଷ ସାମନ୍ତରାୟ ବିଜେଡି ୩,୮୨୭
୯୧ ଚୌଦ୍ୱାର-କଟକ ସୌଭିକ  ବିଶ୍ୱାଳ ବିଜେଡି ନୟନ କିଶୋର ମହାନ୍ତି ବିଜେପି ୨୧,୫୮୪
୯୨ ନିଆଳି ଡଃ. ପ୍ରମୋଦ କୁମାର ମଲ୍ଲିକ ବିଜେଡି ଛବି ମଲିକ ବିଜେପି ୨୭,୭୦୩
୯୩ କଟକ ସଦର ଚନ୍ଦ୍ର ସାରଥୀ ବେହେରା ବିଜେଡି ଦିଲୀପ କୁମାର ମଲ୍ଲିକ ବିଜେପି ୨୬,୦୭୯
୯୪ ସାଲେପୁର ପ୍ରଶାନ୍ତ ବେହେରା ବିଜେଡି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ୩୨,୨୧୦
୯୫ ମାହାଙ୍ଗା ପ୍ରତାପ ଜେନା ବିଜେଡି ସାରଦା ପ୍ରସାଦ ପ୍ରଧାନ ବିଜେପି ୨୯,୫୮୫
୯୬ ପାଟକୁରା                                        ସ୍ଥଗିତ
୯୭ କେନ୍ଦ୍ରାପଡ଼ା ଶଶୀ ଭୂଷଣ ବେହେରା ବିଜେଡି ଗଣେଶ୍ୱର ବେହେରା କଂଗ୍ରେସ ୬,୩୨୦
୯୮ ଆଳି ପ୍ରତାପ କେଶରୀ ଦେବ ବିଜେଡି ଦେବେନ୍ଦ୍ର ଶର୍ମା କଂଗ୍ରେସ ୫୫,୬୦୧
୯୯ ରାଜନଗର ଧ୍ରୁବ ଚରଣ ସାହୁ ବିଜେଡି ଅଂଶୁମାନ ମହାନ୍ତି କଂଗ୍ରେସ ୧୮,୪୦୮
୧୦୦ ମହାକାଳପଡ଼ା ଅତନୁ ସବ୍ୟସାଚୀ ନାୟକ ବିଜେଡି ବିଜୟ ପ୍ରଧାନ ବିଜେପି ୧୫,୬୬୩
୧୦୧ ପାରାଦୀପ ସମ୍ବିତ ରାଉତରାୟ ବିଜେଡି ଅରିନ୍ଦମ ସର୍ଖେଲ କଂଗ୍ରେସ ୨୦,୯୯୨
୧୦୨ ତିର୍ତୋଲ ବିଷ୍ଣୁ ଚରଣ ଦାସ ବିଜେଡି ରମାକାନ୍ତ ଭୋଇ ବିଜେପି ୪୦,୩୮୬
୧୦୩ ବାଲିକୁଦା-ଏରସମା ରଘୁନନ୍ଦନ ଦାସ ବିଜେଡି ଲଲାଟେନ୍ଦୁ ମହାପାତ୍ର କଂଗ୍ରେସ ୫୪,୫୮୩
୧୦୪ ଜଗତସିଂହପୁର ପ୍ରଶାନ୍ତ କୁମାର ମୁଦୁଲି ବିଜେଡି ଚିରଞ୍ଜିବି ବିଶ୍ୱାଳ କଂଗ୍ରେସ ୮,୬୪୨
୧୦୫ କାକଟପୁର ତୁଷାରକାନ୍ତି ବେହେରା ବିଜେଡି ବିଶ୍ୱ ଭୂଷଣ ଦାସ କଂଗ୍ରେସ ୪୫,୬୯୧
୧୦୬ ନିମାପଡ଼ା ସମୀର ରଞ୍ଜନ ଦାଶ ବିଜେଡି ପ୍ରଭାତୀ ପରିଡା ବିଜେପି ୩୨,୦୦୮
୧୦୭ ପୁରୀ ଜୟନ୍ତ କୁମାର ଷଡ଼ଙ୍ଗୀ ବିଜେପି ମହେଶ୍ୱର ମହାନ୍ତି ବିଜେଡି ୪,୦୦୮
୧୦୮ ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ସଞ୍ଜୟ କୁମାର ଦାସ ବର୍ମା ବିଜେଡି ୨,୧୩୦
୧୦୯ ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ ବିଜେଡି ଓମ ପ୍ରକାଶ ମିଶ୍ର ବିଜେପି ୧୭,୮୧୨
୧୧୦ ପିପିଲି ପ୍ରଦୀପ ମହାରଥୀ ବିଜେଡି ଆଶ୍ରିତ ପଟ୍ଟନାୟକ ବିଜେପି ୧୫,୭୮୭
୧୧୧ ଜୟଦେବ ଅରବିନ୍ଦ ଢ଼ାଲି ବିଜେଡି ନବ କିଶୋର ମଲ୍ଲିକ ସ୍ୱାଧୀନ ୧୮,୭୦୦
୧୧୨ ଭୁବନେଶ୍ୱର (ମଧ୍ୟ) ଅନନ୍ତ ନାରାୟଣ ଜେନା ବିଜେଡି ଜଗନ୍ନାଥ ପ୍ରଧାନ ବିଜେପି ୧୧,୪୪୨
୧୧୩ ଭୁବନେଶ୍ୱର (ଉତ୍ତର) ସୁଶାନ୍ତ କୁମାର ରାଉତ ବିଜେଡି ଅପରାଜିତା ମହାନ୍ତି ବିଜେପି ୨୫,୪୧୪
୧୧୪ ଏକାମ୍ର-ଭୁବନେଶ୍ୱର ଅଶୋକ ଚନ୍ଦ୍ର ପଣ୍ଡା ବିଜେଡି ବାବୁ ସିଂହ ବିଜେପି ୨୮,୬୫୭
୧୧୫ ଜଟଣୀ ସୁରେଶ କୁମାର ରାଉତରାୟ କଂଗ୍ରେସ ବିଭୁତି ଭୂଷଣ ବଳବନ୍ତରାୟ ବିଜେଡି ୭,୫୨୨
୧୧୬ ବେଗୁନିଆ ରାଜେନ୍ଦ୍ର କୁମାର ସାହୁ ବିଜେଡି ପ୍ରଦୀପ କୁମାର ସାହୁ କଂଗ୍ରେସ ୨୦,୦୪୮
୧୧୭ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜେଡି କାଳୁଚରଣ ଖଣ୍ଡାୟତରାୟ ବିଜେପି ୧୦,୦୪୩
୧୧୮ ଚିଲିକା ପ୍ରଶାନ୍ତ କୁମାର ଜଗଦେବ ବିଜେଡି ପୃଥ୍ୱୀରାଜ ହରିଚନ୍ଦନ ବିଜେପି ୧୦,୮୫୬
୧୧୯ ରଣପୁର ସତ୍ୟନାରାୟଣ ପ୍ରଧାନ ବିଜେଡି ସୁରମା ପାଢ଼ୀ ବିଜେପି ୪,୨୫୧
୧୨୦ ଖଣ୍ଡପଡ଼ା ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ଦୁଷ୍ମନ୍ତ କୁମାର ସ୍ୱାଇଁ ସ୍ୱାଧୀନ ୮୨,୪୩୦
୧୨୧ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ବିଜେଡି ପୂର୍ଣ ଚନ୍ଦ୍ର ନାୟକ ବିଜେପି ୩୫,୨୯୧
୧୨୨ ନୟାଗଡ ଅରୁଣ କୁମାର ସାହୁ ବିଜେଡି ଇରାନୀ ରାୟ ବିଜେପି ୧୪,୮୫୫
୧୨୩ ଭଞ୍ଜନଗର ବିକ୍ରମ କେଶରୀ ଆରୁଖ ବିଜେଡି ପ୍ରଦ୍ୟୁମ୍ନ କୁମାର ନାୟକ ବିଜେପି ୯,୧୦୩
୧୨୪ ପୋଲସରା ଶ୍ରୀକାନ୍ତ ସାହୁ ବିଜେଡି ଗୋକୁଳ ନନ୍ଦ ମଲ୍ଲିକ ବିଜେପି ୧୨,୭୩୯
୧୨୫ କବିସୂର୍ଯ୍ୟନଗର ଲତିକା ପ୍ରଧାନ ବିଜେଡି ରଞ୍ଜନ ପଳାଇ ବିଜେପି ୪୯,୦୧୮
୧୨୬ ଖଲିକୋଟ ସୂର୍ଯ୍ୟମଣି ବୈଦ୍ୟ ବିଜେଡି ଭାରତୀ ବେହେରା ବିଜେପି ୪୧,୫୪୫
୧୨୭ ଛତ୍ରପୁର ସୁବାଷ ଚନ୍ଦ୍ର ବେହେରା ବିଜେଡି ପ୍ରଶାନ୍ତ କୁମାର କର ବିଜେପି ୨୧,୦୫୧
୧୨୮ ଆସ୍କା ମଞ୍ଜୁଳା ସ୍ୱାଇଁ ବିଜେଡି ଦେବରାଜ ମହାନ୍ତି ବିଜେପି ୨୭,୨୩୩
୧୨୯ ସୋରଡ଼ା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ବିଜେଡି ନୀଳମଣି ବିଷୋୟୀ ବିଜେପି ୧୩,୯୯୬
୧୩୦ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା କଂଗ୍ରେସ ନନ୍ଦିନୀ ଦେବୀ ବିଜେଡି ୨୩,୭୧୭
୧୩୧ ହିଞ୍ଜିଳି ନବୀନ ପଟ୍ଟନାୟକ ବିଜେଡି ପିତାମ୍ବର ଆଚାର୍ଯ୍ୟ ବିଜେପି ୬୦,୧୬୦
୧୩୨ ଗୋପାଳପୁର ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡି ବିଭୁତି ଭୂଷଣ ଜେନା ବିଜେପି ୨,୬୭୩
୧୩୩ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା ବିଜେଡି କାହ୍ନୁ ଚରଣ ପତି ବିଜେପି ୩୫,୪୮୪
୧୩୪ ଦିଗପହଣ୍ଡି ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡି ପିଙ୍କି ପ୍ରଧାନ ବିଜେପି ୪୦,୪୫୨
୧୩୫ ଚିକିଟି ଉଷା ଦେବୀ ବିଜେଡି ମନୋରଞ୍ଜନ ଧ୍ୟାନ ସାମନ୍ତରା ବିଜେପି ୧୦,୬୩୫
୧୩୬ ମୋହନା ଦାଶରଥି ଗମାଙ୍ଗ କଂଗ୍ରେସ ପୂର୍ଣବାସୀ ନାୟକ ବିଜେଡି ୨,୩୫୪
୧୩୭ ପାରଳାଖେମୁଣ୍ଡି କେ. ନାରାୟଣ ରାଓ ବିଜେପି ତିରୁପତି ପାଣିଗ୍ରାହୀ ସ୍ୱାଧୀନ ୧୫,୩୩୫
୧୩୮ ଗୁଣୁପୁର ରଘୁନାଥ ଗମାଙ୍ଗ ବିଜେଡି ପୁରୁଷୋତ୍ତମ ଗମାଙ୍ଗ କଂଗ୍ରେସ ୬,୨୭୦
୧୩୯ ବିଷମ  କଟକ ଜଗନ୍ନାଥ ସାରକା ବିଜେଡି ନୀଳମାଧବ ହିକକା କଂଗ୍ରେସ ୧୩,୩୩୨
୧୪୦ ରାୟଗଡା ମକରନ୍ଦ ମୁଦୁଲି ସ୍ୱାଧୀନ ଲାଲ ବିହାରୀ ହିମିରିକା ବିଜେଡି ୪,୮୭୦
୧୪୧ ଲକ୍ଷ୍ମୀପୁର ପ୍ରଭୁ ଯାନୀ ବିଜେଡି କୈଳାଶ ଚନ୍ଦ୍ର କୁଲେସିକା କଂଗ୍ରେସ ୨୨୯
୧୪୨ କୋଟପାଡ଼ ପଦ୍ମିନୀ ଦିଆନ ବିଜେଡି ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ୨,୬୩୧
୧୪୩ ଜୟପୁର ତାରାପ୍ରସାଦ ବାହିନୀପତି କଂଗ୍ରେସ ରବି ନାରାୟଣ ନନ୍ଦ ବିଜେଡି ୫,୪୫୧
୧୪୪ କୋରାପୁଟ ରଘୁ ରାମ ପଦଳ ବିଜେଡି କୃଷ୍ଣ କୁଲଦୀପ କଂଗ୍ରେସ ୬,୨୮୫
୧୪୫ ପଟ୍ଟାଙ୍ଗି ପିତମ ପାଢ଼ୀ ବିଜେଡି ରାମ ଚନ୍ଦ୍ର କଦମ କଂଗ୍ରେସ ୪,୨୫୫
୧୪୬ ମାଲକାନଗିରି ଆଦିତ୍ୟ ମାଢି ବିଜେପି ମାଳା ମାଢି କଂଗ୍ରେସ ୨୫,୫୬୯
୧୪୭ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବକା ବିଜେଡି ଲକ୍ଷ୍ମୀପ୍ରିୟା ନାୟକ କଂଗ୍ରେସ ୨,୫୪୫

Comments are closed.