ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ. ମୁରଲୀଧର ଶନିବାର ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାରିକେଡ୍‌ ଦେଇ ସେ ଭିତରେ ପ୍ରବେଶ କରିଥିଲେ। ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଥିଲେ। ସିଂହଦ୍ବାର ସମ୍ମୁଖରେ ଜିଲାଜଜ୍‌ ବିଦ୍ୟୁତ କୁମାର ମିଶ୍ର ଏବଂ ଏସ୍‌ପି କନୱର ବିଶାଲ ସିଂହ ତାଙ୍କୁ ସ୍ବାଗତ କରିଥିଲେ।

Comments are closed.