ତାପ୍ତି-ଗଙ୍ଗା ଏକ୍ସପ୍ରେସର ୧୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ, ୪ ଗୁରୁତର

0

ପାଟଣା : ରବିବାର ବିହାରର ସରଣ ଜିଲ୍ଲା ଛପରା ଗୌତମସ୍ଥାନ ନିକଟରେ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ତାପ୍ତି ଗଙ୍ଗା ଏକ୍ସପ୍ରେସର ୧୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟତ ହୋଇଥିବା ସୂଚନା ମିଳିଛି । ଏଥିରେ ୪ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Leave A Reply