ଶରୀରକୁ ଭିଟାମିନ ପହଞ୍ଚାଇଥାଏ ଚୁଇଙ୍ଗମ୍‍

0

ବହୁ ଲୋକଙ୍କର ଚୁଇଙ୍ଗମ୍‍ ଖାଇବାର ଅଭ୍ୟାସ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଚୁଇଙ୍ଗମ୍‍ ଶରୀରକୁ ଭିଟାମିନ ଦେଇଥାଏ। ବୈଜ୍ଞାନିକ ମାନଙ୍କ ମତରେ ଚୁଇଙ୍ଗମ୍‍ ଖାଇବା ଦ୍ୱାରା ଲୋକମାନଙ୍କର ଭିଟାମିନ ଜନିତ ସମସ୍ୟା ଦୂର ହୋଇଥାଏ।
ବିଶେଷଜ୍ଞମାନଙ୍କ ମତରେ ଚୁଇଙ୍ଗମ୍‍ ଖାଇବା ଦ୍ୱାରା ଶରୀର ନିକଟକୁ ଭିଟାମିନ ପହଞ୍ଚିଥାଏ। ଆମେରିକାର ଏକ ୟୁନିଭରସିଟିରେ ଜଣେ ପ୍ରଫେସର କହିଛନ୍ତି ଯେ, ଚୁଇଙ୍ଗମ୍‍ ଏକ ପୌଷ୍ଟିକ ଆହାର ଅଟେ। ଶରୀର ନିକଟକୁ ଭିଟାମିନ ପହଞ୍ଚାଇବା ନିମନ୍ତେ ଚୁଇଙ୍ଗମ୍‍ ଏକ ବିଶେଷ ପଦାର୍ଥ ଅଟେ। ଏହାକୁ ପ୍ରମାଣ କରିବା ପାଇଁ ସେ ୧୫ଜଣ ଲୋକଙ୍କୁ ଚୁଇଙ୍ଗମ୍‍ ଖାଇବାକୁ ଦେଇଥିଲେ। ଏହାପରେ ପରୀକ୍ଷା କରିବାରୁ ସେମାନଙ୍କ ଠାରେ ଭିଟାମିନର ମାତ୍ରା ବୃଦ୍ଧି ହେବାର ସେ ଜାଣିଥିଲେ।

Leave A Reply