ରାଜସ୍ଥାନ ରୟାଲ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା; ଟସ୍ ଜିତି ଚେନ୍ନଇର ବୋଲିଂ ନିଷ୍ପତ୍ତି

ଶାରଜା : ଆଇପିଏଲ ୨୦୨୦ର ଚତୁର୍ଥ ମ୍ୟାଚ୍‌ରେ ମଙ୍ଗଳବାର ମୁହାଁମୁହିଁ ହେବେ ଚେନ୍ନଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ଆଜିର ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.