ଏସିରୁ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପରିବାରର ୩ମୃତ

0

ଚେନ୍ନଇ : ତାମିଲନାଡ଼ୁର କୋୟାମବେଡ଼ୁ ନିକଟ ମେଟ୍ଟୁକୁଲମ୍‍ଠାରେ ସୋମବାର ରାତିରେ ଘରେ ଶୋଇଥିବା ସମୟରେ ଏୟାର କଣ୍ଡିସନର୍‍(ଏସି) ଯନ୍ତ୍ରରୁ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ଯୁବ ଦମ୍ପତ୍ତି ଓ ସେମାନଙ୍କର ୮ବର୍ଷର ପୁଅ ଥିବା ଜଣାପଡ଼ିଛି। ପୁଲିସ ମଙ୍ଗଳବାର ସକାଳୁ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Leave A Reply