ଜନମତ ସର୍ବେକ୍ଷଣ ୨୦୧୮ : ଛତିଶଗଡ଼ରେ କଡା ଟକ୍କର

0

ନୂଆଦିଲ୍ଲୀ . – ଛତିଶଗଡ଼ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି ।  ଏହାର ୯୦ଟି ଆସନ ପାଇଁ ମତଦାନ ଶେଷ ହୋଇଛି । ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହେବ ବୋଲି ଜନମତ ସର୍ବେକ୍ଷଣ କରୁଥିବା ଅନେକ ସଂସ୍ଥା  ସୂଚନା ଦେଇଛନ୍ତି ।

 

                                ବିଜେପି               କଂଗ୍ରେସ                  ବିଏସ୍‌ପି                      ଅନ୍ୟ

ଟାଇମସ୍ନାଓ-ସିଏନ୍‌ଏକ୍ସ

୪୬

୩୫

ରିପବ୍ଲିକ ସି ଭୋଟର

୩୫-୪୩

୪୦-୫୦

୩-୭

ନ୍ୟୁଜନେସନ୍

୩୮-୪୨

୪୦-୪୪

୪-୮

୦-୪

ଇଣ୍ଡିଆ ଟିଭି

୪୨-୫୦

୩୨-୩୫

୬-୮

୧-୩

Leave A Reply