ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ

ଭବାନୀପାଟଣା : ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି। କରୋନା କଟକଣା ଭିତରେ ବିନା ଭକ୍ତରେ ଛତର ଯାତ୍ରା ପାଳନ ହୋଇଛି ।ଜେନାଖାଲରେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା। ଭୋର ୪ଟା ୪୫ରେ ମା’ଙ୍କ ଛତର ସହର ପରିକ୍ରମା କରିଥିଲା।  ଏହାପରେ ରାଜନସ୍ଥିତ ମାଣିକେଶ୍ୱରୀ ମନ୍ଦିରରେ ଛତର ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

Comments are closed.