ଏଥର ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗାରେ ବୁଡ଼

କୋଣାର୍କ: ଏଥର ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ବୁଡ଼ ଉତ୍ସବ ଅନୁଷ୍ଠିତ ହେବ। ଚନ୍ଦ୍ରଭାଗା ବୁଡ଼ ଶୋଭାଯାତ୍ରାରେ କେବଳ ୫ଶହ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ଼ ହେବ ଅନୁଷ୍ଠିତ ହେବ। ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଠାକୁରଙ୍କ ସହ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ। ଜିଲା ପ୍ରଶାସନ ବୈଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଦେଇଛନ୍ତି।

 

Comments are closed.