ଚନ୍ଦ୍ରଭାଗାରେ ବୁଡି ଯୁବକ ମୃତ

କୋଣାର୍କ : ଚନ୍ଦ୍ରଭାଗା ସମୁଦ୍ର କୂଳରେ ବୁଡ଼ି ରବିବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ନିଆଳି ଅଞ୍ଚଳର ହୋଇଥିବାବେଳେ ତାଙ୍କର ନାମ ସୌରଜିତ ରାଉତ। ସୌରଜିତ ଚନ୍ଦ୍ରଭାଗାକୁ ବୁଲିବା ପାଇଁ ଆସି ଗାଧୋଉଥିବା ସମୟରେ ବୁଡ଼ି ଯାଇଥିବା ସୂଚନା ମିଳିଛି।

Comments are closed.