ବାଲି ଖାଦାନରେ ଚଢାଉ

0

ଜଳେଶ୍ୱର : ମହମ୍ମଦନଗରପାଟଣାରେ ବେଆଇନ ବାଲି ଖାଦାନରେ ଚଢଉ କରାଯାଇଛି। ତହସିଲଦାରଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଛି। ବାରଣ ଥିବା ସ୍ୱାମ୍ପ୍‍ ପମ୍ପରେ ବାଲି ଉତ୍ତୋଳନ ଅଭିଯୋଗରେ ଏହି ଚଢଉ କରାଯାଇଥିଲା। ଏଥିରେ ୫ଟି ଡ଼ମ୍ପର , ଗୋଟିଏ ଜେସିବି ଜବତ ହୋଇଛି।

Comments
Loading...