ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋ ଶାଖା ତରଫରୁ ମହିଳା ଦିବସ ପାଳନ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ସିକୋଗ୍ରାମ ପଂଚାୟତର ରାଜୀବ ଭବନଠାରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋଶାଖା ତରଫରୁ ମହିଳାଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରିୟତ ପ୍ରିୟରଞ୍ଜନ, ମୁଖ୍ୟ ବକ୍ତା ସୁରେଶ କୁମାର ସାହୁ ସମ୍ମାନିତ ଅତିଥି ସ୍ମୃତିସୌରଭ ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ତାତ୍ପର୍ୟ୍ୟ ଉପରେ ଆଲୋଚନା କରିଥିଲେ । ରମେଶ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଜିତାବେଗମ ସଂଯୋଜନା କରିଥିଲେ । ରବୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.