ଗୋରୁ ବୋଝେଇ କଣ୍ଟେନର ଜବତ, ୬ ଅଟକ

ବାଲେଶ୍ବର: ବାଲେଶ୍ବର ଜିଲା ସେରଗଡ଼ ଟୋଲଗେଟ ନିକଟରୁ ସୋମବାର ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି ପୁଲିସ। ଏଥିରେ ଥିବା ୧୦୦ରୁ ଊର୍ଦ୍ଧ୍ଵ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

Comments
Loading...