Browsing Category

କ୍ରୀଡ଼ା

ଟେଷ୍ଟ ବ୍ୟାଟିଂ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ୮ନଂରେ ରାହାଣେ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିିସି) ପକ୍ଷରୁ ଶୁକ୍ରବାର ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଜିଙ୍କ୍ୟ ରାହାଣେ…
Read More...

ନ୍ୟୁଜିଲାଣ୍ଡକୁ ୬ୱିକେଟରେ ପରାସ୍ତ କଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ  କରିଛି। ପ୍ରଥମେ ଟସ୍…
Read More...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୦୪

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଚାଲିଥିବା ପ୍ରଥମ ଟି-୨୦ରେ ଭାରତ ପାଇଁ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଦଳ। ରସ୍‌ ଟେଲର, କେନ୍‌ ଉଇଲିୟମସନ୍ସ ଏବଂ କୋଲିନ ମୁନରୋଙ୍କ ଧୂଆଁଧାର ଅର୍ଦ୍ଧଶତକ…
Read More...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦ ମୁକାବିଲା ଆଜି

ଅକ୍‌ଲାଣ୍ଡ : ଘରୋଇ ମାଟିରେ ୩ଟି ଦଳଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରିବା ପରେ ବିଦେଶ ଗସ୍ତରେ ଯାଇଛି ଭାରତୀୟ କ୍ରିକେଟ ଦଳ। ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ…
Read More...

ପ୍ରତିଶୋଧ ଭାବନା ନେଇ ଖେଳିବୁନାହିଁ: କୋହଲି

ଅକ୍‌ଲାଣ୍ଡ : ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଆୟୋଜିତ ହେବ। ଏହି ମ୍ୟାଚ୍‌ରେ ପ୍ରତିଶୋଧ ଭାବନା ନେଇ…
Read More...

ଆଝାରୁଦ୍ଦିନ୍‌ଙ୍କ ବିରୋଧରେ ମାମଲା ରୁଜୁ

ହାଇଦରାବାଦ୍‌  : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ସମେତ ୩ଜଣଙ୍କ ବିରୋଧରେ ଠକେଇ ଅଭିଯୋଗରେ ସ୍ଥାନୀୟ ସିଟି ଚୌକ୍‌ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଜଣେ ଟ୍ରାଭେଲ୍‌…
Read More...

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦

ଅକ୍ଲାଣ୍ଡ : ଆସନ୍ତାକାଲି ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ନ୍ୟୁଜିଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଘରୋଇ ମାଟିରେ କ୍ରମାଗତ ଭାବେ ୩ଟି…
Read More...

ଟ୍ବେଣ୍ଟି୨୦: ଭାରତଠାରୁ ବହୁତ ଆଗରେ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ: ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ପାଦଦେଇଛି। ଘରୋଇମାଟିରେ…
Read More...

ଡି’କକ୍‌ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ ଅଧିନାୟକ

ଜୋହାନ୍‌ସବର୍ଗ : ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଭାବେ କ୍ବିଣ୍ଟନ ଡି’କକ୍‌ଙ୍କୁ ନିଯୁକ୍ତ କରାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଫାଫ୍‌ ଡୁପ୍ଲେସିଙ୍କ ସ୍ଥାନରେ ଡି’କକ୍‌ଙ୍କୁ ଦିନିକିଆ ଦଳର…
Read More...

ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ସମ୍ବଲପୁର

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲିପିଲୋଇ ଖେଳପଡିଆ ଠାରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଗୋଲଡେନ କ୍ଲବ ଫୁଟବଲ ପ୍ରତିଯୋଗିତା-୨୦୨୦ର ବୁଧବାର ପ୍ରଥମ ସେମିପାଇନାଲ ମ୍ୟାଚରେ ସମ୍ବଲପୁର ଏକାଦଶ…
Read More...