Browsing Category

ବିଶେଷ

ବିରଳ ମହାଜାଗତିକ ଦୃଶ୍ୟ: ସରଳରେଖାରେ ପୃଥିବୀ-ଚନ୍ଦ୍ର-ଶନି

ନୂଆଦିଲ୍ଲୀ:  ଆସନ୍ତା ସପ୍ତାହରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଇତି ମଧ୍ୟରେ ମଙ୍ଗଳ ବାର ପୃଥିବୀ କକ୍ଷରେ ମଙ୍ଗଳ ଗ୍ରହ ପରିକ୍ରମା କରି ଚନ୍ଦ୍ରର ଅତି ନିକଟ ଶୂନ ଡିଗ୍ରୀ (ଅତି ନିକଟ)ରେ ପହଞ୍ଚି…
Read More...

ମହାକାଶରେ ‘ବରମୁଡା ଟ୍ରାଏଙ୍ଗେଲ୍’

ରହସ୍ୟମୟ ସ୍ଥାନ ଭାବେ ‘ବରମୁଡା ଟ୍ରାଏଙ୍ଗେଲ୍’ ଜଣାଯାଏ। ଆଟଲାଣ୍ଟିକ୍ ମହାସାଗରର ଏକ ନିର୍ଦିଷ୍ଟ ସ୍ଥାନକୁ ଗବେଷକଦଳ ‘ବରମୁଡା ଟ୍ରାଏଙ୍ଗେଲ୍’ ଭାବେ ଚିହ୍ନଟ କରିଛନ୍ତି। ଏହା ଉପର ଦେଇ ଯାଉଥିବା ବିମାନ ଓ ମହାସାଗରରେ…
Read More...

ଜୀବନ ବଞ୍ଚାଇଥିବା ଡାକ୍ତରଙ୍କୁ ଦେଖି ଆତ୍ମବିଭୋର ହେଲେ ବୃଦ୍ଧା, ଭିଡିଓ ଭାଇରାଲ

ଭଦ୍ରକ: କୁହାଯାଏ ଭଗବାନଙ୍କ ଦ୍ବିତୀୟ ଅବତାର ହେଉଛି ଡାକ୍ତର। ଭଗବାନ ଗୋଟିଏ ଜନ୍ମ ଦେଇ ଧରିତ୍ରୀ ପୃଷ୍ଠକୁ ପଠାଇଥାନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ ଜନିତ ସମସ୍ୟା ଦୂର କରି ଡାକ୍ତର ତାଙ୍କୁ ଦ୍ବିତୀୟ ଜନ୍ମ ଦେଇଥାଏ। ସେହି…
Read More...

ପୁଅ-ଝିଅଙ୍କ ବିବାହ ପୂର୍ବରୁ ଘରୁ ଫେରାର ହୋଇଗଲେ ସମୁଦି ଓ ସମୁଦୁଣୀ

କୁହାଯାଏ ପ୍ରେମ ଅନ୍ଧ। କିନ୍ତୁ କେତେ ଅନ୍ଧ ତାହା କହିବା ଅସମ୍ଭବ। ଜରୁରୀ ନୁହେଁ ଯେ, ପ୍ରେମ କେବଳ ଯୌବନ ବୟସରେ ହେବ। କୈଣସି ବୟସରେ ମଧ୍ୟ ପ୍ରେମ ହୋଇପାରେ। କିନ୍ତୁ ବେଳେବେଳେ ଅସମୟର ପ୍ରେମ, ଲୋକ ହସାର କାରଣ ହେବା…
Read More...

ବିଲେଇର ଆରତି କରି ତିଳକ ଲଗାଇଲେ ମହିଳା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୁହାଯାଏ ପଶୁମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେଥିପାଇଁ ଅନେକ ଲୋକ ସେମାନଙ୍କ ପୋଷା ଜୀବଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଆନ୍ତି। ନିଜ ପରିବାର ସଦସ୍ୟ ଭଳି ବ୍ୟବହାର କରିଥାନ୍ତି। ଏପରି କି ସେମାନଙ୍କୁ…
Read More...

ଧଳା ଉଡ଼ାଜାହାଜ ପଛର କାହାଣୀ

ବିଶ୍ବର ନାମକରା ଏୟାରଲାଇନ୍ସର ବିମାନଗୁଡ଼ିକ ଧଳା ରଙ୍ଗ ହୋଇଥିବାର ଦେଖାଯାଏ। କାଁଭାଁ କ୍ବଚିତ୍ ଉଡ଼ାଜାହାଜର ଅନ୍ୟ ରଙ୍ଗ ହୋଇଥାଏ। ତେବେ ଅଧିକାଂଶ ଧଳା ରଙ୍ଗ ହେବା ପଛର ଯଥାର୍ଥ କାରଣ ରହିଛି। ଆକାଶ ଯାତ୍ରା ସମୟରେ…
Read More...

ମାର୍କ ଜୁକରବର୍ଗଙ୍କ ପତ୍ନୀଙ୍କ ନିୟମ

ନ୍ୟୁଅର୍କ : ଫେସବୁକ୍‌‌ର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସମ୍ପର୍କିତ ନିୟମିତ ଭାବେ ଗଣମାଧ୍ୟମରେ ବିଭିନ୍ନ ଖବରମାନ ପ୍ରକାଶ ପାଉଛି। ନିକଟରେ ନ୍ୟୁୟର୍କ ଟାଇମ୍ସରେ ମାର୍କଙ୍କ ପତ୍ନୀ ପ୍ରିସ୍କିଲା ଚାନ୍‌‌ଙ୍କ…
Read More...

ଭିକ୍ଷା ମୋର ବୃତ୍ତି: ଅଢେଇ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ କରି ପୁଣି ଚର୍ଚ୍ଚାରେ ଭିକାରୀ

ଭୁବନେଶ୍ବର: ଭିକ୍ଷା ବୃତ୍ତି ଆଜିକାଲିର ପ୍ରଥା ନୁହେଁ। କାହିଁ କେଉଁ କାଳରୁ ଏହି ପ୍ରଥା ପ୍ରଚଳିତ। ପୁରାତନ କାଳରୁ ​‌ମନୋରଞ୍ଜନର ଖୋରାକ୍ ଯୋଗାଇ କିଛି ବ୍ୟକ୍ତି-ବିଶେ​‌ଷ ଭିକ୍ଷାକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରି…
Read More...

ଜନ୍ମଦିନରେ ଭକ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି

(ସମାଜ ପୋର୍ଟାଲ ଡେସ୍କ): ବିଶିଷ୍ଟ ଓଡ଼ିଆ କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଭକ୍ତକବି ମଧୁସୂଦନ ରାଓଙ୍କର ଆଜି(ରବିବାର) ହେଉଛି ୧୬୭ତମ ଜୟନ୍ତୀ। ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ପୁରୀର ପଥୁରିଆ…
Read More...

ରବିବାର ରାଶିଫଳ ୧୯। ୦୧। ୨୦୨୦

ମେଷ: ବନ୍ଧୁ ମିଳନରେ ଉପକୃତ ହୋଇପାରନ୍ତି। ବିଳାସ-ବ୍ୟସନ କରିପାରନ୍ତି। ବ୍ୟବହାରରେ ମାନବିକତାର ଅଭ୍ୟୁଦୟ ଘଟିବ। ସ୍ଥିତି ଅନୁକୂଳ ରହିବ। ଅବିବାହିତ ମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।…
Read More...