Browsing Category

ସମାଜ ଖବର

ପୁଣେ ଟି-୨୦ରେ ଭାରତର ଦମଦାର ବିଜୟ

ପୁଣେ : ଶ୍ରୀଲଙ୍କା ବିପକ୍ଷରେ ଶେଷ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୭୮ ରନରେ ପରାସ୍ତ କରି ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ଏହା ସହିତ ଭାରତ ୨୦୨୦ରେ ପ୍ରଥମ ଟ୍ବେଣ୍ଟି-୨୦ ସିରିଜ୍ ଜିତି…
Read More...

ମାଓ ଦମ୍ପତ୍ତି ଗିରଫ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଗୁଡ଼େମରୁ ହାର୍ଡ଼କୋର ମାଓ ଦମ୍ପତ୍ତି ଗିରଫ ହୋଇଥିବା ଗୁରୁବାର ଜଣାପଡ଼ିଛି। ପୁଲିସ ବିଶେଷ ସୂତ୍ରରୁ ଉକ୍ତ ମାଓ ଦମ୍ପତ୍ତିଙ୍କ ସୂଚନା ପାଇଥିଲା। ଏହାପରେ ପୁଲିସ…
Read More...

ଆସନ୍ତା କାଲି ଭାରତ ବନ୍ଦ ପାଇଁଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର: ଜାନୁଆରୀ ୮ ଅର୍ଥାତ୍ ଆସନ୍ତକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ ଡାକରା ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଏନେଇ ଗଣ…
Read More...

ପୋତି ହୋଇଯାଉଛି ବୁଢ଼ାବଳଙ୍ଗ ନଦୀ ଶଯ୍ୟା : ବଦଳୁଛି ଗତିପଥ, ୫ଖଣ୍ଡ ଗ୍ରାମ ପ୍ରତି ବିପଦ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ୫ଖଣ୍ଡ ଗ୍ରାମ ବର୍ତ୍ତମାନ ବିପଦରେ। ସମସ୍ତ ଗ୍ରାମ ବୁଢ଼ାବଳଙ୍ଗ ନଦୀ ସଂଲଗ୍ନରେ ଅବସ୍ଥିତ। ନଦୀର ଗତିପଥ ପରିବର୍ତ୍ତନ ସୂଚନା ଏହି ସମ୍ଭାବ୍ୟ ବିପଦର କାରଣ।…
Read More...

କୀଟନାଶକ ଗନ୍ଧରେ ୩ ଭଉଣୀ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ଗ୍ରାମରେ ଚାଉଳରେ ପକାଯାଇଥିବା କୀଟନାଶକ ଆଘ୍ରାଣ ପ୍ରଭାବରେ ୩ ଜଣ ନିଷ୍ପାପ ଶିଶୁ କନ୍ୟାଙ୍କ ଜୀବନ ଚାଲିଯାଇଛି। ମୃତ ୩ଜଣ ହେଉଛନ୍ତି ୩ ଭଉଣୀ।…
Read More...

ସମ୍ବଲପୁରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମହିଳା ପାଟ୍ରୋଲିଂ ଟିମ

ସମ୍ବଲପୁର : ଚଳିତ ସମୟରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ୫ଟି ନିୟମକୁ ଲାଗୁ ଓ ମହିଳା…
Read More...

ଝାଡ଼ଖଣ୍ଡ: ୪ର୍ଥ ପର୍ଯ୍ୟାୟରେ ୬୨% ମତଦାନ

ରାଞ୍ଚି : ସୋମବାର ଝାଡଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟରେ ୬୨.୪୬% ମତଦାନ ହୋଇଛି। ୪ର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ମତଦାନ ହୋଇଥିଲା। ୫ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଦାନ…
Read More...