Browsing Category

ରାଜନୀତି

କେରଳକୁ ଅନୁସରଣ କଲା ପଞ୍ଜାବ

ଚଣ୍ଡୀଗଡ଼: ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ କେରଳକୁ ଅନୁସରଣ କରିଛି ପଞ୍ଜାବ। କେରଳ ସରକାରଙ୍କ ଭଳି ପଞ୍ଜାବ ସରକାର ସିଏଏ ବିରୋଧରେ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ଡକାଇ ପ୍ରସ୍ତାବ ଆଗତ କରିଛନ୍ତି।…
Read More...

ଦାୟିତ୍ଵ ନେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା

ଭୁବନେଶ୍ଵର: ବିଜେପିର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏ ନେଇ…
Read More...

୩୨ ବିଜେପି ବିଧାୟକଙ୍କ ମୃତ୍ୟୁ ପଛରେ ବାସ୍ତୁଦୋଷ: ଗୋପାଳ ଭାର୍ଗବ

ଭୋପାଳ: ମଧ୍ୟପ୍ରଦେଶର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ବାସ୍ତୁ ସମ୍ପର୍କରେ ଦୃଢ଼ ମତ ଦେଇଛନ୍ତି। ଏପରି କି ରାଜ୍ୟରେ ୩୨ ଜଣ ବିଜେପି ବିଧାୟକଙ୍କ ମୃତ୍ୟୁ ପାଇଁ ସେ ‘ବାସ୍ତୁଦୋଷ’କୁ ଦାୟୀ…
Read More...

ସମୀରଙ୍କ ନୂଆ ଯାତ୍ରା ଆରମ୍ଭ; ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ଵର: ବିଜେପିର ନବନିର୍ବାଚିତ ଓଡ଼ିଶା ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵର ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ତାଙ୍କୁ ନେତୃତ୍ଵ ଏବଂ ବରିଷ୍ଠ ନେତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି, କିନ୍ତୁ ବିଜେପିକୁ…
Read More...

କିଏ ଏହି କରୀମ ଲାଲା ? ଯାହାଙ୍କ ସହିତ ଇନ୍ଦିରାଙ୍କ ସାକ୍ଷାତକୁ ନେଇ ଘନଉଛି ବିବାଦ; ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଶିବସେନା ନେତା ସଞ୍ଜୟ ରାଉତ ଅଣ୍ଡରୱାର୍ଲ୍ଡ ଡନ୍‌ କରୀମ ଲାଲା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ…
Read More...

ଆଜି ବିଜେପି ସଭାପତି ନିର୍ବାଚନ ; ନୂଆମୁହଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଦୀର୍ଘ ୫ମାସର କସରତ ପରେ ଗୁରୁବାର ବିଜେପିର ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଘୋଷଣା ହୋଇଛି। ଏଥିପାଇଁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ…
Read More...

ପାକିସ୍ତାନରେ ଏନଆରସି ଚର୍ଚ୍ଚା କଲେ କଂଗ୍ରେସ ନେତା ମଣିଶଙ୍କର ଆୟାର

ନୂଆଦିଲ୍ଲୀ: ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦ ଘେରକୁ ଆସୁଥିବା କଂଗ୍ରେସ ନେତା ମଣିଶଙ୍କର ଆୟାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ପାକିସ୍ତାନରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଆଲୋଚନା କରି ବିବାଦକୁ…
Read More...

ଫିକା ପଡ଼ିଲା ମାୟାବତୀଙ୍କ ଜନ୍ମଦିନ: ସେଲିବ୍ରେଶନ ପୂର୍ବରୁ କେକ୍‌ ଲୁଟିନେଲେ ସମର୍ଥକ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀଙ୍କ ୬୪ତମ ଜନ୍ମଦିନ ଫିକା ପଡ଼ିଯାଇଛି। ବୁଧବାର ତାଙ୍କ ଜନ୍ମଦିନ ପାଳନ ପାଇଁ ଦଳ ପକ୍ଷରୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ହେଁ ଏହା ପୂର୍ବରୁ ଦଳୀୟ ସମର୍ଥକମାନେ କେକ୍‌ ଲୁଟି…
Read More...

ସିଏଏକୁ ନେଇ କଂଗ୍ରେସ ଦେଶକୁ ବଦନାମ୍‌ କରୁଛି: ରାମ ମାଧବ

ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନ(ସିଏଏ) ହେଉଛି ମୁସଲମାନମାନଙ୍କୁ ନାଗରିକତା ଦେବାର ଆଇନ, ଏହା କାହାର ନାଗରିକତା ନେବ ନାହିଁ। ଏହି ଆଇନ ସଂଶୋଧନରେ କୌଣସି ବିବାଦ ନାହିଁ କିମ୍ବା କାହା ପ୍ରତି କିଛି ବାଛବିଚାର ନାହିଁ।…
Read More...

ନାଗରିକତା ଆଇନ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ କେରଳ ସରକାର ରାଜ୍ୟ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିସାରଛନ୍ତି। ରାଜ୍ୟରେ…
Read More...